ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାବଙ୍ଗପୋସାଗର ରେ; ୨୪-୨୫ ତାରିଖ ସୁଦ୍ଧା ଅଧୀକ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି

🔴ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାବଙ୍ଗପୋସାଗର ରେ; ୨୪-୨୫ ତାରିଖ ସୁଦ୍ଧା ଅଧୀକ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି 

ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାବଙ୍ଗପୋସାଗର ରେ; ୨୪-୨୫ ତାରିଖ ସୁଦ୍ଧା ଅଧୀକ ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଛି  । ଘନୀଭୂତ ହୋଇ ୨୩-୨୪ ତାରିଖ ସୁଦ୍ଧା ଅବପାତ ସମ୍ଭାବନା ରହିଛି । ୨୪ ଓ ୨୫ରେ ସମୁଦ୍ର ଅଶାନ୍ତ ରହିବ । ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ମନା ହୋଇଛି ।
ବାତ୍ୟା ନେଇ ସ୍ପଷ୍ଟ ହୋଇନଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ଅଧିକାର କମିଶନର ।



 ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ କୁହାଯାଇଥିଲା ଦିଆଯାଇଛି । ସାମୁଦ୍ର ଅଞ୍ଚଳର ମତ୍ସ୍ୟଜୀବୀ ମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସେମାନଙ୍କ ଘର ସଜାଡ଼ିବା ସହ ଡଙ୍ଗା ସବୁକୁ ଉପରକୁ ଉଠାଇଛନ୍ତି ।



🔴୨୫ ଓ ୨୬ ଏବଂ ୨୭ ତାରିଖରେ ଉତ୍ତର ଓଡ଼ିଶରେ ⏬

୨୫ ଓ ୨୬ ଏବଂ ୨୭ ତାରିଖରେ ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନ ରହିଛି । ବାଲେଶ୍ଵର ଓ ଭଦ୍ରକରେ ପ୍ରବଳ ବର୍ଷା ହୋଇପାରେ । ଲଘୁଚାପର ସିଧା ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା ରହିଛି । ବିଜୁଳି ଘଡ଼ଘଡ଼ି ସହ ଝଡ଼ବର୍ଷା ନେଇ ଚେତାବନୀ ୨୪ ଜିଲ୍ଲାକୁ ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର ।   



Download our App" NBR NEWS"


Comments